ରିକ୍ଟର ସ୍କେଲ

ଭୂମିକମ୍ପର ତୀବ୍ରତା ମାପ କରିବା ପାଇଁ ଏକ ପ୍ରକାର ସ୍କେଲ ବ୍ୟବହାର କରାଯାଏ । ଏହାକୁ ରିକ୍ଟର ସ୍କେଲ୍ କୁହାଯାଏ । ୧୯୩୫ ମସିହାରେ ଆମେରିକାର ଚାର୍ଲସ ଫ୍ରାଙ୍କିସ୍ ରିକ୍ଟର ଏହାକୁ ବାହାର କରିଥିଲେ । ଏହା ୦'ଠାରୁ ଆରମ୍ଭ କରି ୧୨ ପର୍ଯ୍ୟନ୍ତ ଭୂମିକମ୍ପ ତୀବ୍ରତାକୁ ମାପ କରିପାରେ । ଏଥିରେ ପ୍ରତିଟି ସଂଖ୍ୟା ତାହାର ପୂର୍ବ ସଂଖ୍ୟାଠାରୁ ୧୦ ଗୁଣ ଅଧିକ ହୋଇଥାଏ । ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୦ରୁ କମ୍ ହୋଇଥିଲେ ତାହାକୁ ଜାଣିହୁଏ ନାହିଁ । ମାତ୍ର ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ବା ତାଠାରୁ ଅଧିକ ହୋଇଥିଲେ ତାହା କ୍ଷୟକ୍ଷତି ଘଟାଇଥାଏ । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ରୁ ଅଧିକ ହେଲେ ସେହି ଭୂମିକମ୍ପ ଜନିତ କ୍ଷୟ କ୍ଷତି ଅତି ଭୟାବହ ହୋଇଥାଏ ।

ରିକ୍ଟର ସ୍କେଲ
Charles Richter, c. 1970

ଇତିହାସ

ମାପ ପଦ୍ଧତି

ଉଦାହରଣ

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ରିକ୍ଟର ସ୍କେଲ ଇତିହାସରିକ୍ଟର ସ୍କେଲ ମାପ ପଦ୍ଧତିରିକ୍ଟର ସ୍କେଲ ଆହୁରି ଦେଖନ୍ତୁରିକ୍ଟର ସ୍କେଲ ଆଧାରରିକ୍ଟର ସ୍କେଲ ବାହାର ଲିଙ୍କରିକ୍ଟର ସ୍କେଲଭୂମିକମ୍ପ

🔥 Trending searches on Wiki ଓଡ଼ିଆ:

ମହିମା ଧର୍ମଅର୍ଥଶାସ୍ତ୍ରଭଗବତ ଗୀତା୧୭୯୫ଉଦ୍‌ବେଗରାଜ୍ୟ ସଭାପ୍ରହ୍ଲାଦ ନାଟକଫିଫା ବିଶ୍ୱକପଦଅଣାହିପୋପୋଟାମସମୁକ୍ତେଶ୍ୱର ଦେଉଳରାସନ କାର୍ଡ଼ (ଭାରତ)୨୦୨୨ ଫିଫା ବିଶ୍ୱକପ୍୭ ଫେବୃଆରୀପଖାଳଅରବିନ୍ଦ କେଜରିୱାଲଉତ୍ତମ ମହାନ୍ତିଚୈତ୍ର ପୂର୍ଣ୍ଣିମାହୀରାକୁଦ ବନ୍ଧଉଦ୍‌ଜାନସାରଳା ମହାଭାରତଔଷଧୀୟ ଗଛଲତାମାନଙ୍କର ତାଲିକାଗଙ୍ଗା ଦଶହରାକାଳୀଚରଣ ପଟ୍ଟନାୟକସଂକ୍ରାନ୍ତିବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟସଚ୍ଚିଦାନନ୍ଦ ରାଉତରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଭୂଗୋଳଚକ୍ଷୁଗୋଲକ ଫାଟବ୍ରାଉଜରୟୁରୋପଚିକିତ୍ସା ବିଜ୍ଞାନମଧୁସୂଦନ ରାଓରଜଓଡ଼ିଆଶୁକ୍ରସ୍ୱର ବର୍ଣ୍ଣ୧୩ ଅପ୍ରେଲଅଭିମନ୍ୟୁ ସାମନ୍ତସିଂହାରସତ୍ୟନାରାୟଣ ରାଜଗୁରୁଶ୍ରୀଧର ଦାସବଣ୍ଡ (ଅର୍ଥ)ବେଙ୍ଗଆଶ୍ୱିନସ୍ୱାମୀ ବିବେକାନନ୍ଦଓଡ଼ିଆ ସାହିତ୍ୟଇଂଲଣ୍ଡକଇଥଜଗନ୍ନାଥଯୁକ୍ତରାଜ୍ୟହନୁମାନ ଚାଳିଶାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମହାବୀର ଜୈନଉପେନ୍ଦ୍ର ଭଞ୍ଜଦେବ୍ରାଜ ଲେଙ୍କା୮ ଅପ୍ରେଲରଥଯାତ୍ରାବ୍ୟଞ୍ଜନ ବର୍ଣ୍ଣଇଣ୍ଟରନେଟପାରୁଲ ଯାଦବଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୧୧ ଫେବୃଆରୀଶ୍ରୀ ଅରବିନ୍ଦବଡ଼ଦିନ🡆 More