ରୋମ: ଇଟାଲୀର ରାଜଧାନୀ

]

ରୋମ
ରୋମାନ
Comune
Roma Capitale
Views of Rome, from top left clockwise: the Colosseum, the Monument to Vittorio Emanuele II, the Castel Sant'Angelo, an aerial view of the city's historic centre, the dome of St. Peter's Basilica, the Trevi Fountain, the Piazza della Repubblica.
Views of Rome, from top left clockwise: the Colosseum, the Monument to Vittorio Emanuele II, the Castel Sant'Angelo, an aerial view of the city's historic centre, the dome of St. Peter's Basilica, the Trevi Fountain, the Piazza della Repubblica.
Flag of ରୋମ
Nickname(s): 
The Eternal City, Caput Mundi,
the City of seven hills
CountryItaly
RegionLazio
ProvinceRome (RM)
Government
 • MayorGianni Alemanno (PdL)
Area
 • ସମୁଦାୟ1,285.31 km2 (496.26 sq mi)
Elevation
20 m (70 ft)
Population
 (September 2011)
 • Total୨୭,୭୭,୯୭୯
DemonymRoman
Time zoneUTC+1 (CET)
 • Summer (DST)UTC+2 (CEST)
Postal code
00100; 00121 to 00199
Dialing code06
Patron saintSaint Peter and Saint Paul
Saint day29 June
WebsiteOfficial website

ରୋମ (ଇଟାଲୀୟ ଓ ଲାଟିନ୍: ରୋମା [ˈroːma] (ରୋମ: ଭୂଗୋଳ, ଇତିହାସ, ପର୍ଯ୍ୟଟନlisten)), ଇଟାଲୀର ରାଜଧାନୀ ସହର ଓ ଏକ ବିଶେଷ କୋମୁନେ (କମୁନେଡି ରୋମା କାପିଟାଲେ ନାମରେ ନାମିତ) ତଥା ଲାଜିଓ ଅଞ୍ଚଳର ରାଜଧାନୀ ଅଟେ । ପ୍ରାୟ ତିନି ସହସ୍ରାବ୍ଦ ଧରି ଏହି ସହର ଏକ ମୁଖ୍ଯ ଜନବସତି ହୋଇ ରହିଥିଲା । 1,285 km2 (496.1 sq mi)କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳ ମଧ୍ଯରେ ୨୮,୬୦,୦୦୯ ଜଣ ବାସିନ୍ଦା ସହିତ ଏହା ଇଟାଲୀ ସର୍ବାଧିକ ଜନବହୁଳ କୋମୁନେ ଅଟେ । ସହରର ସୀମା ମଧ୍ଯରେ ଏହା ୟୁରୋପୀୟ ସଙ୍ଘର ତୃତୀୟ ସର୍ବାଧିକ ଜନବହୁଳ ସହର । ଏହା ୪୩,୫୫,୭୨୫ ବାସିନ୍ଦା ବିଶିଷ୍ଟ ରୋମୀୟ ମେଟ୍ରୋପୋଲିଟାନ ସହରର କେନ୍ଦ୍ର ଅଟେ, ତେଣୁ ଏହା ଇଟାଲୀର ସର୍ବାଧିକ ଜନବହୁଳ ବିଶିଷ୍ଟ ମେଟ୍ରୋପୋଲିଟାନ ସହର ଅଟେ । ଏହାର ମେଟ୍ରୋପୋଲିଟାନ ଅଞ୍ଚଳ ଇଟାଲୀରେ ତୃତୀୟ ସର୍ବାଧିକ ଜନବହୁଳ ଅଞ୍ଚଳ । ଇଟାଲୀୟ ଉପଦ୍ବୀପର ପଶ୍ଚିମ ଭାଗରେ ଲାଜିଓ (ଲାଟିଅମ) ଅଞ୍ଚଳରେ ଟିବର ନଦୀ କୂଳରେ ରୋମ ଅବସ୍ଥିତ । ରୋମ ସହରର ସୀମା ମଧ୍ଯରେ ଭାଟିକାନ ସିଟି (ବିଶ୍ୱର କ୍ଷୁଦ୍ରତମ ରାଷ୍ଟ୍ର) ଅବସ୍ଥିତ । ଭାଟିକାନ ସହର, ବିଶ୍ୱର ଏକମାତ୍ର ସ୍ୱାଧୀନ ରାଷ୍ଟ୍ର ଯାହା ଏକ ସହର ମଧ୍ଯରେ ଅବସ୍ଥିତ । ତେଣୁକରି ରୋମକୁ ଦୁଇଟି ଦେଶର ରାଜଧାନୀ ବୋଲି ମଧ୍ଯ କୁହାଯାଏ ।

ରୋମର ଇତିହାସରେ ପ୍ରାୟ ୨୮ଟି ଶତାବ୍ଦୀ ରହିଛି । ରୋମୀୟ କିମ୍ବଦନ୍ତୀ ଅନୁସାରେ ରୋମର ସ୍ଥାପନ ଖ୍ରୀଷ୍ଟପୂର୍ବ ୭୫୩ ହୋଇଥିଲା କିନ୍ତୁ ଏହି ସ୍ଥାନଟିରେ ବହୁ ପୂର୍ବରୁ ଜନବସତି ସ୍ଥାପନ ହୋଇସାରିଥିଲା ।

ଭୂଗୋଳ

ଇତିହାସ

ପର୍ଯ୍ୟଟନ

ଆଧାର

ବାହର ତଥ୍ୟ

    Official

Tags:

ରୋମ ଭୂଗୋଳରୋମ ଇତିହାସରୋମ ପର୍ଯ୍ୟଟନରୋମ ଆଧାରରୋମ ବାହର ତଥ୍ୟରୋମ

🔥 Trending searches on Wiki ଓଡ଼ିଆ:

ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗଣେଶମୋହନ ସୁନ୍ଦର ଦେବ ଗୋସ୍ୱାମୀବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମିଳିମିଳାଜଗନ୍ନାଥଙ୍କ ବେଶକଲେରାନବଯୌବନ ବେଶଗୌରହରି ଦାସପିଙ୍କି ପ୍ରଧାନଗୋପାଳ ଚନ୍ଦ୍ର ପ୍ରହରାଜରାମଚନ୍ଦ୍ର ମିଶ୍ରକରଞ୍ଜପଥ ଓ ପୃଥିବୀଯଦୁନାଥ ଦାସ ମହାପାତ୍ରମହାବୀର ଜୈନକୃଷ୍ଣ ଜନ୍ମାଷ୍ଟମୀଇରମଇଣ୍ଡୋନେସିଆଆର୍ଯ୍ୟଭଟ୍ଟଗୁରୁ ପ୍ରସାଦ ମହାନ୍ତିଅଂଶୁଘାତଓଡ଼ିଆ କବି ମାନଙ୍କର ତାଲିକାହୋ ଜନ‌ଜାତିଦାରିଙ୍ଗବାଡ଼ିରାମ ନବମୀବ୍ୟଞ୍ଜନ ବର୍ଣ୍ଣଭୀମ ଭୋଇଚିତ୍ତରଞ୍ଜନ ଦାସଗଙ୍ଗାଧର ମେହେରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭଗବତୀ ଚରଣ ପାଣିଗ୍ରାହୀଗୁଲଜାରସୁଭାଷ ଚନ୍ଦ୍ର ବୋଷଜାନକୀ ବଲ୍ଲଭ ପଟ୍ଟନାୟକକ୍ରେଡିଟ କାର୍ଡ଼ଘଟଗାଁଯୁକ୍ତରାଜ୍ୟଜ୍ଞାନପୀଠ ପୁରସ୍କାରଭୁବନେଶ୍ୱରଶାନ୍ତନୁ କୁମାର ଆଚାର୍ଯ୍ୟଗୁଣ୍ଡିଚା ମନ୍ଦିରରାଜକିଶୋର ପଟ୍ଟନାୟକସିଦ୍ଧାନ୍ତ ମହାପାତ୍ରତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନ୍‌ଫ୍ଲୁଏଞ୍ଜାହେମୋଫିଲିଆଚିକିତ୍ସା ବିଜ୍ଞାନଇସଲାମ ଧର୍ମଋତୁସ୍ରାବକରଣ (ଜାତି)ଯବକ୍ଷାରଜାନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସସୁଦଶା ବ୍ରତଦଶହରାଶ୍ରୀଜଙ୍ଗହିନ୍ଦୁ ସମୟ ଗଣନାଗ୍ରହଅବସରମହାପାତ୍ର ନୀଳମଣି ସାହୁଶ୍ରୀତମ ଦାସଭାରତୀୟ ଜାତୀୟ କଂଗ୍ରେସଫେସବୁକଝୋଟି ଚିତା🡆 More