ମାଲଟା

ମାଲଟା ଦକ୍ଷିଣ ଇଉରୋପରେ ଥିବା ଏକ ଦେଶ।

ମାଲଟା
ମାଲଟା ପତାକା
ମାଲଟା
ମାଲଟା ଅବସ୍ଥିତି

ଇତିହାସ

ଅତୀତରେ ମାଲ୍ଟା ଉପରେ ଫୋଏନ୍ସିଆନ୍, ରୋମନ୍ ,ମୋରିସ୍ ,ନୋରମନ୍ସ ,ସିସିଲିଆନ୍ସ ,ହମବର୍ଗ ,ସ୍ପେନ୍ ,ଫ୍ରେଞ୍ଚ୍ ,ଏବଂ ଇଂରେଜମାନେ ଆଧିପତ୍ୟ ବିସ୍ତାର କରିଛନ୍ତି । ମାଲ୍ଟା 21 ସେପ୍ଟେମ୍ବର 1964 ଇଂରେଜମାନଙ୍କଠାରୁ ସ୍ୱାଧୀନ ହୋଇଥିଲା ।

ବ୍ୟୁତ୍ପତ୍ତି

ଅଧିକାଂଶ ଲୋକ ମାଲ୍ଟା ଶବ୍ଦର ବ୍ୟୁତ୍ପତ୍ତି ମାଲଟ୍ଟିସ୍ ଭାଷାରୁ ହୋଇଥିବା ଅନୁମାନ କରନ୍ତି । କିଛି ଲୋକଙ୍କ ମତରେ ଗ୍ରୀକ୍ ଶବ୍ଦ ମେଲିଟ୍ରୁ ମାଲ୍ଟା ହୋଇଛି । ଗ୍ରୀକ୍ରେ ମେଲିଟ୍ର ଅର୍ଥ ମିଠା ମଧୁ । ମାଲ୍ଟା ଅତୀତରେ ଇଉରୋପକୁ ମହୁ ଯୋଗଉଥିଲା ସମ୍ଭବତଃ ଏଇ କାରଣରୁ ଏଭଳି ନାମକରଣ କରାଯାଇଥିଲା ।ଅନ୍ୟ ଏକ ମତ ଅନୁସାରେ ମାଲ୍ଟା ଶବ୍ଦର ବ୍ୟୁତ୍ପତ୍ତି ଫେଏନିସିଆନ୍ ଶବ୍ଦ ମଲେଥିରୁ ଆସିଥିବା ଅନୁମାନ କରାଯାଏ । ଫୋଏନସିଆନ୍ ଭାଷାରେ ମାଲେଥିର ଅର୍ଥ ସ୍ୱର୍ଗ ।

ଭୂଗୋଳ

ଧର୍ମ

କ୍ୟାଥୋଲିଜମ୍ ମାଲ୍ଟାର ସରକାରୀ ଧର୍ମ ।

ପ୍ରଶାସନିକ ବିଭାଜନ

ଭାଷା

ମାଲ୍ଟାରେ ମୁଖ୍ୟତଃ ଇଂରାଜୀ ଏବଂ ମାଲ୍ଟିସ୍ରେ ସରକାରୀ କାର୍ଯ୍ୟ ହୋଇଥାଏ ।

ଆଧାର

Tags:

ମାଲଟା ଇତିହାସମାଲଟା ବ୍ୟୁତ୍ପତ୍ତିମାଲଟା ଭୂଗୋଳମାଲଟା ଧର୍ମମାଲଟା ପ୍ରଶାସନିକ ବିଭାଜନମାଲଟା ଭାଷାମାଲଟା ଆଧାରମାଲଟାଇଉରୋପ

🔥 Trending searches on Wiki ଓଡ଼ିଆ:

ଲଳିତା୧୨୦୦ଓଡ଼ିଆ କଥାଚିତ୍ର ଜଗତରାଜେନ୍ଦ୍ର ପ୍ରସାଦ ଦାସକଳାପାହାଡ଼ପାଣ୍ଟୋପ୍ରାଜୋଲଡାଲିସୁବର୍ଣ୍ଣରେଖା ନଦୀତାରାଶଙ୍କର ବନ୍ଦୋପାଧ୍ୟାୟଉପେନ୍ଦ୍ର ଭଞ୍ଜଗୌରୀ କୁମାର ବ୍ରହ୍ମାଶାଶ୍ୱତ ଯୋଶୀକଟକ ଚଣ୍ଡୀ ମନ୍ଦିରମାର୍ଗଶିରଡାଲମାବ୍ରହ୍ମୋତ୍ରୀ ମହାନ୍ତିଆଲୋକବଟକୃଷ୍ଣ ଓଝାଅର୍ଥଶାସ୍ତ୍ରପ୍ରଫୁଲ୍ଲ କରଦିନଇଜିପ୍ଟରାଧାନାଥ ରାୟଭାରତୀୟ ଜନତା ପାର୍ଟିଶକ୍ତିଓଡ଼ିଶାର ଇତିହାସଅଖିଳ ମୋହନ ପଟ୍ଟନାୟକବିଶ୍ୱନାଥ ଖୁଣ୍ଟିଆଛବିଳ ମଧୁ ବର୍ଣ୍ଣବୋଧମୀନ (ମାସ)ଅବସାଦଯଶୋଧାରା ମିଶ୍ରଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବୈଷୟିକ ବିଜ୍ଞାନଗଣିତଭାନୁଜୀ ରାଓପ୍ରଜାତନ୍ତ୍ରରୁକ୍ମିଣୀ ବିବାହବ୍ୟକ୍ତିଗତ ଅର୍ଥବ୍ୟବସ୍ଥାହର ପଟ୍ଟନାୟକଅନନ୍ତ ସେଠୀମ୍ୟୁଚୁଆଲ ଫଣ୍ଡଅଚ୍ୟୁତ ସାମନ୍ତଇକ୍ସାଜୋମିବନଅଙ୍କ ଦୁର୍ଭିକ୍ଷଖୋର୍ଦ୍ଧାଜାହାଙ୍ଗୀରକାଳୀଚରଣ ପଟ୍ଟନାୟକନମିତା ଅଗ୍ରୱାଲଓଡ଼ିଆ ଲୋକଅଷ୍ଟ୍ରେଲିଆ୨୫ ସେପ୍ଟେମ୍ବରଗଞ୍ଜା ଲଢ଼େଇବିଶ୍ୱନାଥ କରଆର୍ଥ୍ରାଇଟିସନିତ୍ୟାନନ୍ଦ ମହାପାତ୍ରଶେଷ ବସନ୍ତର ଚିଠିଆଫ୍ରିକାଭାରତର ଜାତୀୟ ପତାକାଭଗବତ ଗୀତାପ୍ରଥମ ବିଶ୍ୱଯୁଦ୍ଧରାଜଧାନୀ ପ୍ରତିଷ୍ଠା ଦିବସହିନ୍ଦୁ ବିବାହ ଅଧିନିୟମ, ୧୯୫୫ମଞ୍ଜୁଲତା ମଣ୍ଡଳଚିତ୍ତରଞ୍ଜନ ଦାସଲୈଲା ଓ ଲୈଲାଦୁର୍ଗାସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ଲଡୁବାବା ମନ୍ଦିରବିନୋଦ ଚନ୍ଦ୍ର ନାୟକ🡆 More