ମଙ୍ଗଳ

]

ମଙ୍ଗଳ ♂
ମଙ୍ଗଳ
ୟୁଏଇର ସାଟେଲାଇଟ‌ଦ୍ୱାରା ଉଠାଜାଇଥିବା ମଙ୍ଗଳ ଗ୍ରହର ଚିତ୍ର

ଏହା ସୌରଜଗତର ଏକ ଅଂଶବିଶେଷ । ଦୂରତା କ୍ରମରେ ସୂର୍ଯ୍ୟଠାରୁ ଏହା ଚତୁର୍ଥ ଗ୍ରହ । ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ ରଙ୍ଗର ପଥର ଓ ବାଲିରେ ଗଠିତ । ବାୟୁମଣ୍ଡଳ ପତଳା କାର୍ବନ୍ ଡାଇଅକ୍ସାଇଡ୍(CO2)ରେ ପରିପୁର୍ଣ୍ଣ । ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ୍ ଦେଖାଯାଏ । ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧି ପ୍ରାୟ ସମାନ । ମଙ୍ଗଳର ଅକ୍ଷ ତାର କକ୍ଷତଳ ସହ ପ୍ରାୟ ୨୩.୯୮° ଢଳି ରହିଛି । ଏଣୁ ପୃଥିବୀ ପରି ମଙ୍ଗଳରେ ବି ଋତୁ ପରିବର୍ତନ ହେଉଥିବ । ଏଠାରେ ଦୁଇଟି ଋତୁ ଦେଖାଯାଏ, ଗ୍ରୀଷ୍ମ ଓ ଶୀତଋତୁ । ମଙ୍ଗଳର ଦୁଇଟି ଉପଗ୍ରହ ଅଛି, ସେଗୁଡିକ ହେଲା- ଫୋବୋସ୍ ଓ ଡେଇମୋସ୍ ।

ପ୍ରାକୃତିକ ଇତିହାସ

ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ସୌରଜଗତର ଗଠନ ସମୟରେ, ସୂର୍ଯ୍ୟକୁ ପରିକ୍ରମା କରୁଥିବା ପ୍ରୋଟୋପ୍ଲାନେଟାରୀ ଡିସ୍କରୁ ବସ୍ତୁଗୁଡ଼ିକର ଏକ ଅନିୟମିତ ପ୍ରକ୍ରିୟାର ପରିଣାମ ସ୍ୱରୂପ ମଙ୍ଗଳ ସୃଷ୍ଟି ହୋଇଥିଲା | ସୌରଜଗତରରେ ମଙ୍ଗଳ ଗ୍ରହର ନିର୍ଧିଷ୍ଟ ସ୍ଥିତି ହେତୁ ଭିନ୍ନ ଭିନ୍ନ ରାସାୟନିକ ବୈଶିଷ୍ଟ ଅଛି |

ବିଶେଷତା

ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ । ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟଠାରୁ ୧୪୨ ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର ଦୁଇଗୋଟି ଉପଗ୍ରହ ରହିଛି। ସେଗୁଡିକ ହେଲା ଡିମୋସ୍ ଓ ଫୋବସ୍ । ମଙ୍ଗଳର ଆବର୍ତ୍ତନ ସମୟ ଓ ୠତୁଚକ୍ର ପୃଥିବୀ ସହ ପାଖା ପାଖି ସମାନ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କାହ୍ନୁଚରଣ ମହାନ୍ତିମାୟାଧର ମାନସିଂହଯୌଥ ପରିବାରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରବୀନ୍ଦ୍ରନାଥ ଠାକୁରପ୍ରଦୂଷଣମେଷ (ରାଶି)ଟୁଇଟରରାମାୟଣକୁଷ୍ଠଉଇଲିୟମ୍ ହେନେରୀ ପର୍କିନଶବ୍ଦ (ଧ୍ୱନି)ନନ୍ଦ କିଶୋର ବଳବିଜୟ ମିଶ୍ରଜଗନ୍ନାଥକିଶୋରଚନ୍ଦ୍ରାନନ୍ଦ ଚମ୍ପୂଭୁବନେଶ୍ୱର ବେହେରାବିଦ୍ୟୁତଜାଭା (ପ୍ରୋଗ୍ରାମିଂ ଭାଷା)୫ ଜୁନଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକଣାଦ (ମୁନି)ଝୋଟି ଚିତାମଟର ସାଇକେଲଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ୧୮ ଅପ୍ରେଲଓଡ଼ଗାଁରାଜକିଶୋର ପଟ୍ଟନାୟକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପକୁନ୍ତଳା କୁମାରୀ ସାବତଅବସରମହାତ୍ମା ଗାନ୍ଧୀଓଡ଼ିଶାର କଳାନିତ୍ୟାନନ୍ଦ ଶତପଥୀଓଡ଼ିଶାରେ ଦେବୀପୂଜାର ଐତିହ୍ୟନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାEntrectinibବାବା ବଳିଆସ୍ୱୋର୍ଡ ମାଛପଞ୍ଚାୟତ ରାଜକଳାହାଣ୍ଡି ଜିଲ୍ଲାଇତିହାସପାର୍ବତୀକୃଷ୍ଣପ୍ରସାଦ ମିଶ୍ରଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଶାଖମଙ୍ଗଳା ମନ୍ଦିରସ୍ନେହସାରୟୁନେସ୍କୋକାଳୀଚରଣ ପଟ୍ଟନାୟକସାହି ଯାତଚାନ୍ଦିପୁରମଥୁରା ମଙ୍ଗଳସୀତା ବିବାହଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରଥଅଭିମନ୍ୟୁ ସାମନ୍ତସିଂହାରସେବିମେରୁ ଯାତ୍ରାସରଳା ଦେବୀଅଶୋକାଷ୍ଟମୀଓଡ଼ିଆ ସାହିତ୍ୟଘର ସଂସାରଅପରେଟିଙ୍ଗ ସିଷ୍ଟମଓଡ଼ିଆ କାବ୍ୟ କବିତାଗୁଣ୍ଡିଚା ମନ୍ଦିରଫକୀର ମୋହନ ସେନାପତି🡆 More