ପଇସା

ପଇସା ଏକ ଛୋଟ,ସପାଟ, ସାଧାରଣତଃ ଧାତୁ କିମ୍ବା ପ୍ଲାଷ୍ଟିକ ଗୋଲ ଜିନିଷ ଅଟେ । ମୁଖ୍ୟ ରୂପେ କାନୁନୀ ନିବିଦା ମାଧ୍ୟମରେ ବ୍ୟବହାର କରାଯାଇଥାଏ । ଏହା ଓଜନ ଅନୁସାରେ ଖୁବ ହାଲୁକା ଅଟେ ଏବଂ ବ୍ୟାପାର ପାଇଁ ମଧ୍ୟ ଖୁବ୍ ସୁବିଧା ଜନକ ହୋଇଥାଏ । ଏହା ବହୁ ସମୟ ଥର ସରକାରଙ୍କଦ୍ୱାରା ଜାରି କରାଯାଇଥାଏ ।

ପଇସା
ଭାରତୀୟ ପୁରୁଣା ମୂଦ୍ରା ୫ ପଇସା

ପଇସା ସାଧାରଣତଃ ଧାତୁ କିମ୍ବା (ମିଶ୍ର ଧାତୁ) ହୋଇଥାଏ, ଏବଂ କେବେ କେବେ ସିନ୍ଥୋଟିକ ସାମଗ୍ରିରୁ ତିଆରି ହୋଇଥାଏ । ଏହା ମୁଖ୍ୟାତଃ "ଡିସ୍କ (ଗଣିତ)ର ଆକାର ରହିଥାଏ । ମୂଲ୍ୟବାନ ଧାତୁରୁ ପ୍ରସ୍ତୁତ ପଇସା ବଡ଼ ମାତ୍ରାରେ "ବୁଲିୟନ ପଇସା" ଏସ୍ ରୂପେ ସଂଗ୍ରହିତ ହୋଇଥାଏ । ମୁଦ୍ରା ରୂପେ ବ୍ୟବହାର କରାଯାଉଥିବା ଅନ୍ୟ ପଇସା, ବ୍ୟାଙ୍କ ନୋଟ ସହିତ ଚାଲିଥାଏ । ସାଧାରଣତଃ ସଞ୍ଚଳନ (ଅର୍ଥାତ ବୁଲିୟନ ପଇସାକୁ ଛାଡି)ରେ ସର୍ବୋଚ୍ଚ ମୁଲ୍ୟର ପଇସା ସବୁଠାରୁ କମ ମୁଲ୍ୟର ନୋଟଠାରୁ କମ ଅଟେ । ପୂର୍ବ ୬ ବର୍ଷରେ , ପ୍ରଚଳନ ପଇସାର ଅଙ୍କିତ ମୂଲ୍ୟ କେବେ କେବେ ଧାତୁର ମୂଲ୍ୟରୁ କମ ହୋଇଥାଏ ।

ଉଦାହରଣ:- ମୂଦ୍ରାସ୍ଫୀତି କାରଣରୁ ଯଦି ଅନ୍ତର ମହତ୍ୱପୂର୍ଣ ହୋଇଯାଏ, ତ' ଜାରୀ କରୁଥିବା ପ୍ରାଧିକରଣ ଏହି ପଇସାକୁ ସଞ୍ଚଳନରୁ ଫେରାଇ ଅଣିବାର ନିର୍ଣୟ ନେଇପାରନ୍ତି । ସମ୍ଭବତଃ ଏକ ଅଲଗା ସରଞ୍ଚନା ସହିତ ନୂତନ ସମକକ୍ଷ ଜାରୀ କରୁଛନ୍ତି ।

Tags:

🔥 Trending searches on Wiki ଓଡ଼ିଆ:

ଚୀନଛବିଳ ମଧୁ ବର୍ଣ୍ଣବୋଧଶ୍ରବଣ ( ରାମାୟଣ ର ଚରିତ୍ର )ଚକ୍ଷୁଗୋଲକ ଫାଟବ୍ୟଞ୍ଜନ ବର୍ଣ୍ଣ୫ ଫେବୃଆରୀ୨ ଜୁନମଧ୍ୟ ଏସିଆଦ୍ରୌପଦୀ ମୁର୍ମୁଜାତୀୟ ସଂସଦ (ଜାପାନ)ରାଧାରାଣୀ ପଣ୍ଡାପଣା ସଂକ୍ରାନ୍ତିତୁଷାରକାନ୍ତି ବେହେରାଗୁଣନସ୍ଫୁଲିଙ୍ଗ (କବିତା ସଙ୍କଳନ)ମେଟ୍ରୋନିଡାଜୋଲପକ୍ଷୀବୀର ସୁରେନ୍ଦ୍ର ସାଏସୁଦର୍ଶନ ପଟ୍ଟନାୟକଜଗନ୍ନାଥ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିର୮ ଫେବୃଆରୀଭାରତୀୟ ଜାତୀୟ କଂଗ୍ରେସ୨୦୧୪ଯକ୍ଷ୍ମାଗୁରୁଡାଉନ ସିଣ୍ଡ୍ରୋମଦେଓମାଳୀ୮ ଅପ୍ରେଲଇଣ୍ଟରନେଟ୨୫ ନଭେମ୍ବରAnifrolumabଫିଫା ବିଶ୍ୱକପ୧୧ ଫେବୃଆରୀରାଧାନାଥ ରାୟନୃସିଂହ ଚରଣ ପଣ୍ଡାଶ୍ରୀ ଅରବିନ୍ଦପାରୁଲ ଯାଦବଶ୍ରୀରାମ ପଣ୍ଡାକିଶୋର ପାଣିଗ୍ରାହୀଉତ୍କଳ ସମ୍ମିଳନୀବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲିଙ୍ଗରାଜ ମନ୍ଦିରଏମିତି ଭାଇ ଜଗତେ ନାହିଁଆସନଚାନ୍ଦବାଲିଖଜ୍ଜିଆରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅର୍ଥଶାସ୍ତ୍ରଯାଜପୁରଚିକିତ୍ସା ବିଜ୍ଞାନପୂର୍ବେଶ୍ୱର ଶିବ ମନ୍ଦିରଧାତୁଜଳବିଦ୍ୟୁତ୍ହୃଷୀକେଶ ପଣ୍ଡା୨୦୦୬ଇଷ୍ଟ ଇଣ୍ଡିଆ କମ୍ପାନୀବଡ଼ଦିନଜୀବସାରଇଣ୍ଡୋନେସିଆଫାଲଗୁନମନମୋହନ ସାମଲ🡆 More