ଚେକ୍ ଗଣରାଜ୍ୟ

ଚେକ ରିପବ୍ଲିକ (/ˈtʃɛk rˈpʌblɪk/ (listen) CHEK-rə-PUB-lik); ମଧ୍ୟ ଇଉରୋପରେ ଥିବା ଏକ ଦେଶ ।

ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ପତାକା
ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ଅବସ୍ଥିତି

ଇତିହାସ

୫ମ ଖ୍ରୀଷ୍ଟାବ୍ଦରେ ସ୍ଲେଭିକ ସମ୍ପ୍ରଦାୟର ଜନଜାତି ଚେକ୍‍ ରିପବ୍ଲିକରେ ବସବାସ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଏହି ଦେଶ ଅଷ୍ଟ୍ରିଆ-ହଙ୍ଗେରୀ ନିୟନ୍ତ୍ରଣରେ ଥିଲା । ୧୯୧୮ରେ ଚେକ୍‍ ରିପବ୍ଲିକ ଓ ସ୍ଲୋଭାକ ଏକତ୍ର ହୋଇ ଚେକ୍‍ ରିପବ୍ଲିକ ଗଠନ କରିଥିଲେ । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶକୁ ଜର୍ମାନୀ ଅକ୍ତିଆର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚେକ୍‍ ସାଧାରଣତନ୍ତ୍ର ସୋଭିଏତ ସଂଘର ମିିତ୍ରରାଷ୍ଟ ହୋଇଥିଲା । ୱାର୍ସ ଚୁକ୍ତିଅନୁଯାୟୀ ଚେକ୍‍ ରିପବ୍ଲିକ ରୁଷ ନେତୃତ୍ୱାଧୀନ ସାମରିକ ମେଣ୍ଟରେ ଯୋଗ ଦେଇଥିଲା । ସୋଭିଏତ ସଂଘର ପତନ ପରେ ୧୯୮୯ରେ ଚେକ୍‍ ରିପବ୍ଲିକ୍‍ ସୋଭିଏତ ସଂଘରୁ ମୁକ୍ତ ହୋଇ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା । ପରେ ଚେକ୍‍ ରିପବ୍ଲିକ ଆମେରିକା ନେତତ୍ତ୍ୱାଧୀନ ସାମରିକ ମେଣ୍ଟର ସଦସ୍ୟତା ଲାଭ କରିଥିଲା । ଅପ୍ରେଲ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପରେ ଚେକ୍‍ ରିପବ୍ଲିକରେ କମ୍ୟୁନିଷ୍ଟ ସରକାର କ୍ଷମତାସୀନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଦେଶ ଗଣତାନ୍ତ୍ରିକ ଶାସନକୁ ଆପଣାଇଥିଲା । ପ୍ରାୟ ୪୨ ବର୍ଷ କମୁନିଷ୍ଟ ଶାସନର ଅନ୍ତ ପରେ ୧୯୮୯ରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବେଲକାଭ ହାଭେଲ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୩ ଜାନୁଆରୀ ୧ତାରିଖରେ ଚେକ୍‍ ରିପବ୍ଲିକଠାରୁ ସ୍ଲୋଭାକିଆ ପୃଥକ ହୋଇଥିଲା । ୨୦୦୪ରେ ୟୁରୋପୀୟ ରାଷ୍ଟ୍ର ସଂଘରେ ଯୋଗ ଦେଇଥିଲା ।

ଭୂଗୋଳ

ଏହି ଦେଶକୁ ଅଷ୍ଟ୍ରିଆ, ଜର୍ମାନୀ, ପୋଲାଣ୍ଡ ଓ ସ୍ଲୋଭାକିଆ ଲାଗି ରହିଛି ।

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ଚେକ୍ ଗଣରାଜ୍ୟ ଇତିହାସଚେକ୍ ଗଣରାଜ୍ୟ ଭୂଗୋଳଚେକ୍ ଗଣରାଜ୍ୟ ଧର୍ମଚେକ୍ ଗଣରାଜ୍ୟ ପ୍ରଶାସନିକ ବିଭାଜନଚେକ୍ ଗଣରାଜ୍ୟ ଭାଷାଚେକ୍ ଗଣରାଜ୍ୟ ଆଧାରଚେକ୍ ଗଣରାଜ୍ୟAbout this soundEn-us-Czech Republic.oggଇଉରୋପଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧି

🔥 Trending searches on Wiki ଓଡ଼ିଆ:

ବୌଦ୍ଧ ଧର୍ମଅଚ୍ୟୁତାନନ୍ଦ ଦାସବଲ୍ଲଭଭାଇ ପଟେଲବିଲଙ୍କା ରାମାୟଣରାମ ନବମୀସୁରେନ୍ଦ୍ର ମହାନ୍ତିସୀତାତାରିଣୀ ଚରଣ ପାତ୍ରଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିଅଟିଜିମ୍‌ଜଳବାୟୁଉପେନ୍ଦ୍ର ଭଞ୍ଜଆଚାର୍ଯ୍ୟ ହରିହରନରୱେବୀର ସୁରେନ୍ଦ୍ର ସାଏରବି ସିଂଚରକଓଡ଼ିଶାର ଲୋକନୃତ୍ୟପକ୍ଷୀଘରଲୋକ ସଭାଶ୍ରବଣ ( ରାମାୟଣ ର ଚରିତ୍ର )୧୨୦୦ସମ୍ବାଦ (ଖବରକାଗଜ)ମାସ୧୭ ଅଗଷ୍ଟଉଦ୍ଭିଦମାୟାଧର ମାନସିଂହ୧୪ ଅକ୍ଟୋବରଥାଇଲାଣ୍ଡପରଜା ଜନଜାତିସିଦ୍ଧାନ୍ତ ମହାପାତ୍ରବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିଙ୍ଗୁଳା ମନ୍ଦିରଗୋପୀନାଥ ମହାନ୍ତିମହାତ୍ମା ଗାନ୍ଧୀହିନ୍ଦୁ ସମୟ ଗଣନାରାଧାନାଥ ରାୟଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ସାହିତ୍ୟଭର୍ତ୍ତୃହରି ମହତାବହେମୋଫିଲିଆଜୟ ଜବାନ ଜୟ କିଶାନରଥଯାତ୍ରାନାରୁ ମହାନ୍ତିଯୌନ ସମ୍ଭୋଗନୀଳକଣ୍ଠ ଦାସଉଇକିଅଭିଧାନଭୁବନେଶ୍ୱର ବେହେରାସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଚମ୍ପାରବିବାରରାଜ୍ୟଭାରତର ଜାତୀୟ ପତାକାଗୁରୁ ପ୍ରସାଦ ମହାନ୍ତିଅପର୍ଣ୍ଣା ମହାନ୍ତିଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନକୁଞ୍ଜବିହାରୀ ଦାଶଗୋଦାବରୀଶ ମହାପାତ୍ରବରଗଡ଼ ଜିଲ୍ଲାସ୍ତନ ଯନ୍ତ୍ରଣାମାତଙ୍ଗୀବୈଶାଖଗୋବିନ୍ଦ ତ୍ରିପାଠୀଗୋଦାବରୀଶ ମିଶ୍ରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାସାରଳା ମହାଭାରତବିନୋଦ ଚନ୍ଦ୍ର ନାୟକ🡆 More