ଡୋରଏମୋନ: ଏକ ଆନିମେ କାର୍ଟୁନ୍

ଡୋରେମନ (Japanese: ドラえもん) ଜାପାନୀ ମାଙ୍ଗା ଲେଖାର ଏକ କାଲ୍ପନିକ ଲେଖା, ଏହା ଫୁଜିକୋ ଫୁଜୋଙ୍କଦ୍ୱାରା ରଚିତ କରାଯାଇଛି। ଏହି ଚରିତ୍ର ବିଭିନ୍ନ ଜାପନୀ ଆନିମେ ଚିତ୍ର ଓ ବିଭିନ୍ନ ପ୍ରଚାର ନିମନ୍ତେ ବ୍ୟବ‌ହାର କରାଯାଇଛି। କାହାଣିଟି ଏକ ରୋବୋଟ ବିଲେଇ ଉପରେ ଆଧାରିତ, ଯିଏ ୨୨ଶ ଶତାବ୍ଦିରୁ ଅତିତକୁ ଆସିଥିଲା ନୋବିତା ନୋବି ନାମକ ଗୋଟେ ଛୁଆର ସାହାୟତା ପାଇଁ।

ଡୋରେମନ ମାଙ୍ଗା ଶ୍ରେଣୀ ପ୍ରଥମ ଥର ପାଇଁ ୧୯୬୯ ମସିହାରେ ୬ଟି ପତ୍ରିକାରେ ବାହାରି ଥିଲା। ଏହା ବିଶ୍ୱ ଶ୍ରେଷ୍ଟ ମାଙ୍ଗା କମିକ ମଧ୍ୟରୁ ଏକ ଓ ୧୦ କୋଟି ଉପରେ ବିକ୍ରି ହେଇଥିବା ପତ୍ରିକା ମଧ୍ୟ।

ଚରିତ୍ର

  • ଡୋରେମନ୍
  • ନୋବିତା
  • ଜିଆନ
  • ଡ଼େକିସୁକି
  • ସିଜୁକା
  • ସୁନିୟୋ
  • ମି-ଚ୍ୟାନ
  • ଡୋରେମି

ଆଧାର

Tags:

Japanese language

🔥 Trending searches on Wiki ଓଡ଼ିଆ:

ଫିଫା ବିଶ୍ୱକପବ୍ରାହ୍ମ ସମାଜ୫ ମଇମହାବୀର ଜୈନହନୁମାନ ଜୟନ୍ତୀ୧୧୧୯୯୦ପୁରୀଅକ୍ଷୟ ତୃତୀୟାଭାରତର ସଂସ୍କୃତିଦେବଦୁର୍ଲ୍ଲଭ ଦାସରାମ ନବମୀକୁଞ୍ଜବିହାରୀ ଦାଶସୁଦର୍ଶନ ପଟ୍ଟନାୟକଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶରଧାବାଲିସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିକଣ୍ଡୋମବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ଭାଷା୬୦୨ଉତ୍କଳ ବ୍ରାହ୍ମଣନାରୀବାଦଶନିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାନୁଜୀ ରାଓସ୍ୱର ବର୍ଣ୍ଣଗୋପାଳ ଚନ୍ଦ୍ର ପ୍ରହରାଜସତୀ (ହିନ୍ଦୁ ଦେବୀ)ତ୍ରିକୋଣମିତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଯୌନ ସମ୍ଭୋଗଉତ୍ତମ ମହାନ୍ତିଚନ୍ଦ୍ରଗୁପ୍ତଓଡ଼ିଶାର ଦୋଳଯାତ୍ରାଦେବ୍ରାଜ ଲେଙ୍କା୧୨ ଫେବୃଆରୀବିଜୁ ଜନତା ଦଳନନ୍ଦିଘୋଷଉଦ୍‌ବେଗ୨୦୦୭ପଖାଳ ଦିବସଭୃସଙ୍ଗ ଗଛହନୁମାନବ୍ୟଞ୍ଜନ ବର୍ଣ୍ଣଭକ୍ତ ଚରଣ ଦାସଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଗଙ୍ଗାଧର ମେହେରଆଜରବାଇଜାନଯୁକ୍ତରାଷ୍ଟ୍ର ଆମେରିକାସଚ୍ଚିଦାନନ୍ଦ ରାଉତରାୟ୨୦୦୬ଜ୍ଞାନକୋଷସୌଭାଗ୍ୟ କୁମାର ମିଶ୍ରଜ୍ୟୈଷ୍ଠକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଖପୁରୀ କଣା ଅସ୍ତ୍ରୋପଚାରବ୍ରହ୍ମୋତ୍ରୀ ମହାନ୍ତିକଲେରାଭାରତର ଜାତୀୟ ପତାକାଚୀନଉତ୍କଳ ସମ୍ମିଳନୀ🡆 More