ଆଲେକ୍‌ଜାଣ୍ଡର୍ ମହାନ

ଆଲେକ୍ଜାଣ୍ଡାର ତୃତୀୟ ବା ଆଲେକ୍ଜାଣ୍ଡାର ଦ ଗ୍ରେଟ୍ ଥିଲେ ପ୍ରାଚୀନ ଗ୍ରୀସର ମାସିଡୋନିଆର ସମ୍ରାଟ । ମାତ୍ର ୩୦ ବର୍ଷ ବୟସରେ ସେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଥ୍ରାସିଆନ୍ ବିଦ୍ରିହ ଦେଖାଯାଇଥିଲା । ଏହାକୁ ଦମନ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଗଲା । ସେତେବେଳେକୁ ଫିଲିପ୍ ବାହାରେ ଥିଲେ । ଆଲେକ୍ଜାଣ୍ଡାର ବିଦ୍ରୋହକୁ ଦମନ କରିବା ସହିତ ବିଦ୍ରୋହୀଙ୍କ ଗଡ଼ ଭାବେ ପରିଚିତ ସ୍ଥାନ ଦଖଲ କରି ଏହାକୁ ଆଲେକ୍ଜାଣ୍ଡ୍ରାପଲିସ ନାମରେ ନାମିତ କରିଥିଲେ ।

ଆଲେକ୍ଜାଣ୍ଡାର ଦ ଗ୍ରେଟ
ଆଲେକ୍ଜାଣ୍ଡାର ତୃତୀୟ
Basileus of Macedon, Hegemon of the Hellenic League, Shahanshah of Persia, Pharaoh of Egypt, Lord of Asia

ଆଲେକ୍‌ଜାଣ୍ଡର୍ ମହାନ
Alexander fighting the Persian king Darius III. From Alexander Mosaic, Naples National Archaeological Museum
King of Macedonia
ଶାସନକାଳ 336–323 BC
ପୂର୍ବାଧିକାରୀ Philip II
ଉତ୍ତରାଧିକାରୀ Alexander IV
Philip III
Pharaoh of Egypt
Reign 332–323 BC
Predecessor Darius III
Successor Alexander IV
Philip III
King of Persia
Reign 330–323 BC
Predecessor Darius III
Successor Alexander IV
Philip III
King of Asia
Reign 331–323 BC
Predecessor New office
Successor Alexander IV
Philip III
ଜୀବନସାଥୀ Roxana of Bactria
Stateira II of Persia
Parysatis II of Persia
ସନ୍ତାନସନ୍ତତିଗଣ
Alexander IV
ସମ୍ପୂର୍ଣ୍ଣ ନାମ
Alexander III of Macedon
Dynasty Argead dynasty
ବାପା Philip II of Macedon
ମାଆ Olympias of Epirus
ଜନ୍ମ 20 or 21 July 356 BC
Pella, Macedon
ମୃତ୍ୟ 10 or 11 June 323 BC (aged 32)
Babylon

ପରିବାର

ଖ୍ରୀଷ୍ଟପୂର୍ବ ୩୫୬ ଜୁଲାଇ ୨୦ରେ ପେଲାଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ମା' ଥିଲେ ଅଲିମ୍ପିଆସ ଓ ପିତା ଥିଲେ ସମ୍ରାଟ ଫିଲିପ ଦ୍ୱିତୀୟ । ୧୩ ବର୍ଷ ବୟସରେ ସେ ମହାନ ଦାର୍ଶନିକ ଆରିଷ୍ଟୋଟଲଙ୍କଠାରୁ ବିଜ୍ଞାନ, ଦର୍ଶନ ଓ ମେଡିସିନରେ ଶିକ୍ଷାଲାଭ କଲେ ।

ସିଂହାସନ ଆରୋହଣ

ତାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ପିତା ଫିଲିପଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସେ ସିଂହାସନ ଆରୋହନ କଲେ । ଏକ ସୁଦକ୍ଷ ସୈନ୍ୟବାହିନୀ ଗଠନ କରି ବିଶ୍ୱ ବିଜୟ ଅଭିଯାନ ଆରମ୍ଭ କଲେ । ତାଙ୍କ ସୈନ୍ୟ ବାହିନୀରେ ୩୦ହଜାର ପଦାତିକ ଓ ୫୦୦୦ ଅଶ୍ୱାରୋହୀ ଥିଲେ । ସେମାନଙ୍କ ମଧ୍ୟରେ ଇଞ୍ଜିନିୟର, ବୈଜ୍ଞାନିକ, ସର୍ଭେୟର ଓ ଐତିହାସିକ ଥିଲେ । ପ୍ରଥମ ଦୁଇ ବର୍ଷ ଭିତରେ ସେ ପର୍ସିଆନମାନଙ୍କୁ ପରାସ୍ତ କରି ଏସିଆ ମାଇନରର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳ ଅକ୍ତିଆର କଲେ । ପରେ ସେ ଦକ୍ଷିଣକୁ ଭୂମଧ୍ୟସାଗର ଉପକୂଳ ସମେତ ଗାଜା ଓ ଇଜିପ୍ଟ ଦଖଲ କଲେ । ସେଠାରେ ସେ ପୂର୍ବକୁ ଟାଇଗ୍ରିସ ନଦୀ ପର୍ଯ୍ୟନ୍ତ ଆସିଥିଲେ । ଖ୍ରୀଷ୍ଟପୂର୍ବ ୩୩୧ରେ ସେ ପୁଣି ପର୍ସିଆନଙ୍କୁ ଉପରେ ଆକ୍ରମଣ କରି ରାଜଧାନୀ ବାବିଲୋନ ଦଖଲ କଲେ । ସିନ୍ଧୁନଦୀ ଅତିକ୍ରମ କରି ସେ ତକ୍ଷଶିଳା ଦଖଲ ପାଇଁ ଚେଷ୍ଟାକଲେ । କିନ୍ତୁ ଭାରତୀୟ ରାଜା ପୁରୁଙ୍କ ସହ ତାଙ୍କର ସଘର୍ଷ ଘଟିଥିଲା । ପରେ ପୁରୁ ଆତ୍ମ ସମର୍ପଣ କରିଥିଲେ । ୮ ବର୍ଷର ଅଭିଯାନ ପରେ ସେ ଏକ ବିଶାଳ ଭୂଖଣ୍ଡର ଅଧିକାରୀ ହୋଇଥିଲେ । ସେ ଜଣେ ସୈନିକ ପ୍ରିୟ ସମ୍ରାଟ ଥିଲେ । ଯୁଦ୍ଧରେ ଆହତ ସୈନିକଙ୍କ ସ୍ୱାସ୍ଥବସ୍ଥା ବ୍ୟକ୍ତିଗତ ଭାବେ ବୁଝୁଥିଲେ । ଚାକଚକ୍ୟ ଓ ଅୟସପୂର୍ଣ୍ଣ ଜୀବନ ବିତାଇବା ସହ ଆଲେକ୍ଜାଣ୍ଡାର ପ୍ରବଳ ମଦପାନ କରୁଥିଲେ । ଏହି କ୍ରୋଧ ପାଇଁ ସେ ତାଙ୍କର ଘନିଷ୍ଠ ସହଯୋଗୀ କ୍ଳାଇଟସଙ୍କୁ ହତ୍ୟା କରିଥିଲେ । ଖ୍ରୀଷ୍ଟପୂର୍ବ ୩୩୨ରେ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ୩୨୩ ଜୁନ ୧୩ରେ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ

ଆଧାର

ବାହାର ତଥ୍ୟ

Tags:

ଆଲେକ୍‌ଜାଣ୍ଡର୍ ମହାନ ପରିବାରଆଲେକ୍‌ଜାଣ୍ଡର୍ ମହାନ ସିଂହାସନ ଆରୋହଣଆଲେକ୍‌ଜାଣ୍ଡର୍ ମହାନ ଆହୁରି ପଢ଼ନ୍ତୁଆଲେକ୍‌ଜାଣ୍ଡର୍ ମହାନ ଆଧାରଆଲେକ୍‌ଜାଣ୍ଡର୍ ମହାନ ବାହାର ତଥ୍ୟଆଲେକ୍‌ଜାଣ୍ଡର୍ ମହାନ

🔥 Trending searches on Wiki ଓଡ଼ିଆ:

୭ ଫେବୃଆରୀ୨୦୨୨ ଫିଫା ବିଶ୍ୱକପ୍ବ୍ରଜ କିଶୋର ପ୍ରଧାନଅମ୍ଳାନ ଦାସଭୂଖାସାଉଦି ଆରବମୁକ୍ତେଶ୍ଵର ଦେଉଳଫାଲଗୁନପଳାଶଜାପାନୀ ଧର୍ମକଥାକୁନ୍ତଳା କୁମାରୀ ସାବତଉଇକିମିଡ଼ିଆ ଫାଉଣ୍ଡେସନସ୍ତନ କର୍କଟ୧୬୬୨ବାଲେଶ୍ୱର ଜିଲ୍ଲାବ୍ୟାଙ୍କରାଜନୀତି ବିଜ୍ଞାନଓଆରଟିନବୀନ ପଟ୍ଟନାୟକମାନସିକ ରୋଗଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଆପଲ ଇନକର୍ପୋରେଟେଡମାର୍କଣ୍ଡେୟ ପୁରାଣମିହିର ଦାସସୁନାବେଶଭାରତରେ କନ୍ୟା ଭୃଣ ହତ୍ୟାଅନନ୍ତ ପଟ୍ଟନାୟକଘର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣବେଲନେଲସନ ମଣ୍ଡେଲାସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନଅପରେଟିଙ୍ଗ ସିଷ୍ଟମତୁମ ପରି ଛୋଟ ପିଲାଟିଏହରେ କୃଷ୍ଣହୋଲିଅରୁଣା ମହାନ୍ତିଗୌରହରି ଦାସଯାଯାବର (୧୯୭୫ର କଥାଚିତ୍ର)ପଞ୍ଚକନ୍ୟାଓଡ଼ିଶାର ଲୋକନୃତ୍ୟ୧୪ ସେପ୍ଟେମ୍ବରଅଟିଜିମ୍ ସ୍ପେକ୍ଟ୍ରମଫକୀର ମୋହନ ସେନାପତିନରେନ୍ଦ୍ର ମୋଦୀଭିକାରୀ ବଳଟାଇଫଏଡୟୁରୋପମରିସସସୁନାମିଓଡ଼ିଶାର ଦଶହରାକଳ୍କୀ (ଓଡ଼ିଆ କଥାଚିତ୍ର)କେନ୍ଦୁଝର ଜିଲ୍ଲାହଳଧର ନାଗକାହ୍ନୁଚରଣ ମହାନ୍ତିବିକ୍ରମ କେଶରୀ ଦେଓଗଣନ ସଂଖ୍ୟାନୀଳକଣ୍ଠ ଦାସବିରାଟ କୋହଲୀଗୋପୀନାଥ ମହାନ୍ତିଓଡ଼ିଶାର ଭୂଗୋଳମହାତ୍ମା ଗାନ୍ଧୀଆର୍ଯ୍ୟଭଟ୍ଟବଳରାମ ଦାସ୨୦ ମାର୍ଚ୍ଚଯବକ୍ଷାରଜାନଆନ୍ଥୋଡନ୍‌ (ସରୀସୃପ)🡆 More