ପ୍ରାଚୀ ସମିତି

ପ୍ରାଚୀ ସମିତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନାମ) ସମ୍ପାଦନା

କଟକରେ ପ୍ରତିଷ୍ଠିତ ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରକାଶକ ସମିତି —Name of a Society started at Cutack for publishing old literary works of Orissa.

[ ଦ୍ର—ଏ ସମିତ ରାୟ ସାହେବ ପ୍ରୋଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ପ୍ରଥମେ ପ୍ରତିଷ୍ଠିତ ହୋଇ ରାୟ ବାହାଦୁର ଭୂୟା ଭାସ୍କରଚନ୍ଦ୍ର ମହାପାତ୍ରଙ୍କ ଅର୍ଥାନୁକୁଲ୍ୟରେ ୪ ୫: ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଅପ୍ରକାଶିତ ପ୍ରାଚୀନ ଓଡ଼ିଶା ଗ୍ରନ୍ଥ ଓ ଗୁଡ଼ିଏ ଓଡ଼ିଆ ଗ୍ରନ୍ଥର ଟୀକା ଓ ମହିମାଧର୍ମପ୍ରତିପାଦକ ଗ୍ରନ୍ଥ ପ୍ରକାଶ କରିଅଛନ୍ତି ଯୁବକ କର୍ମୀ ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟାନାୟକଙ୍କ ସମ୍ପାଦକତ୍ୱରେ ଏ ସମିତିରୁ ପ୍ରକାଶିତ ତ୍ରୈମାସିକ 'ପ୍ରାଚୀ' ପତ୍ରିକା ଭାରତରେ ଓ ଇଉରୋପରେ ପ୍ରଚାରିତ ହୋଇଥିଲା ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ଗ୍ରନ୍ଥମାନଙ୍କରୁ ଅନେକ ପଦ ଓ ବିଷୟମାନ ଏ ଭାଷାକୋଷରେ ଉଦ୍ଧୃତ ହୋଇଅଛି ତତ୍ତତ୍ସ୍ଥଳରେ ଗ୍ରନ୍ଥର ନାମ ଓ ତତ୍ପୂର୍ବେ ପ୍ରାଚୀ (ଯଥା—ପ୍ରାଚୀ. ଶିବସ୍ୱରୋଦୟ) ଲେଖା ଯାଇଅଛି]



🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା