ଶବ୍ଦାର୍ଥ:

କୃମି
ଉଚ୍ଚାରଣ: Kṛumi

ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) —

୧: ପିଲାଙ୍କମଳଭାଣ୍ଡରେ ହେବା କ୍ଷୁଦ୍ର କୀଟ —୧. Thread-worms in the intestines.

୨: ଲମ୍ବା କ୍ଷୁଦ୍ର କୀଟ —୨. Worm; maggot.

୩: ପୋକ —୩. Worm; insect.

୪: ଲାକ୍ଷା —୪. Lac.

୫: ଉଇ; ପିମ୍ପୁଡ଼ି —୫. Ants.

୬: ତସର ବା ରେସମ ପୋକ —୬. Silk-worm.

୭: ପେଟରେ କ୍ଷୁଦ୍ର କୀଟ ଜାତ ହେବା ରୋଗବିଶେଷ —୭. Worm in the intestines.

୮: ଗଧ —୮. Ass.

୯: ବୁଢ଼ିଆଣି; ମାକଡ଼ସା —୯. Spider.

୧: (ନାମ) ରାବଣର ଭାଇ —୧୦. Name of a brother of Rābaṇa.

ସଂ. ବିଣ —

କୀଟପୂର୍ଣ୍ଣ —Full of maggots or worms.


🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା