ଶବ୍ଦାର୍ଥ:

କଷଣ
ଉଚ୍ଚାରଣ: Kashaṇa

ସଂ. ବି. (କଷ୍ ଧାତୁ=ଆଘାତ କରିବା+ଭାବ. ଅନ) —

୧: କ୍ଳେଶ; ବ୍ଯଥା; କଷ୍ଟ —୧. Pain; trouble.

ତପ କଷଣେ ମୋର ଦେହ ଅତହିଖୀଜ ଥିଲା ହୋଇଭୁପତି. ପ୍ରେମପଞ୍ଚାମୃତ

୨: ଛାପ; ଚିହ୍ନ —୨. Mark; trace; stain.

୩: ଘର୍ଷଣ —୩. Rubbing.

୪: କଣ୍ଡ଼ୂୟନ —୪. Scratching.

୫: କଷିବା; ସୁନାକୁ କଷ୍ଟିପଥରରେ ଘଷି ପରୀକ୍ଷା କରିବା —୫. Testing of gold with a touchstone.

୬: (+କତ୍ତୃ. ଅନ)—ଅପକ୍ବ —୬. Unripe; immature.

୭: ଦୁଃଖ ଆଦିକୁ ସହିଯିବା; ଆଦରିବା —୭. Adapting one's self to (M.W.)

ପ୍ରାଦେ. (ସମ୍ବଲପୁର) ବି —

କାୟିକ ପରିଶ୍ରମ —Bodily labour.

ଦେ. ବି —

୧: (ସଂ. କଷାୟ)—ଚମଡ଼ାକୁ ମସଲା ଦେଇକାର୍ଯୋପଯୁକ୍ତ କରିବା ପ୍ରକ୍ରିଆ —୧. Tanning (Grundy).

୨: ପରଖ —୨. Testing (Rev. Grundy).


🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା